ଅନ୍ଧାର‌ରେ ଖଣ୍ଡଗିରି ଫ୍ଲାଏଓଭର୍ ବ୍ରିଜ୍‌ : ବଢ଼ୁଛି ଦୁର୍ଘଟଣା ଓ ଛିନ୍‌ତାଇ

ଭୁବନେଶ୍ୱର : ଚଳିତ ବର୍ଷ ମେ’ ପହିଲାରେ ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ କାର୍ଯ୍ୟକ୍ଷମ ହୋଇଥିଲା। ଯାନବାହାନ ଚଳାଚଳ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଅନୁମତି ମିଳିଥିଲା। ମାସକ ମଧ୍ୟରେ ରାସ୍ତା ଆଲୋକୀକରଣ ବ୍ୟବସ୍ଥା ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ମାତ୍ର ୭ମାସ ବିତିବା ପରେ ବି ଏହି ବ୍ରିଜ୍‌ରେ ଅନ୍ଧାର ରାଜୁତି କରୁଛି। ଆଲୋକୀକରଣ ବ୍ୟବସ୍ଥା ହୋଇପାରିନଥିବାରୁ ଏବେ ଏହି ବ୍ରିଜ୍‌ ଉପରେ … Continue reading ଅନ୍ଧାର‌ରେ ଖଣ୍ଡଗିରି ଫ୍ଲାଏଓଭର୍ ବ୍ରିଜ୍‌ : ବଢ଼ୁଛି ଦୁର୍ଘଟଣା ଓ ଛିନ୍‌ତାଇ